ଆଜିର ଖବର ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡ଼ୁ ଗସ୍ତ: ଉଦଘାଟନ କରିବେ ନୂତନ ପମ୍ବନ ରେଳ ପୋଲ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ ତାରିଖରେ ତାମିଲନାଡ଼ୁ ଗସ୍ତରେ ଯିବେ। ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ…