ରାଷ୍ଟ୍ରିୟ ଏକତା ଦିବସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ସ୍ମରଣ କରି ଏହାର ମୁଖ୍ୟାଳୟ, ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିଛି।…