ଆଜିର ଖବର ସଂସଦରେ ଜୟନ୍ତ ଚୌଧୁରୀ ଅନୁପସ୍ଥିତ, ବିଧାନସଭାରେ ଯୋଗୀଙ୍କ ସହ ଆରଏଲଡି ବିଧାୟକଙ୍କ ବୈଠକ ନୂଆଦିଲ୍ଲୀ: ରାଷ୍ଟ୍ରିୟ ଲୋକ ଦଳ ସଭାପତି ଜୟନ୍ତ ଚୌଧୁରୀ ଏହି ସମୟରେ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ଗୃହ ଅଧିବେଶନରେ ଅନୁପସ୍ଥିତ ରହିଛନ୍ତି।…