ଜାତୀୟ ଖବର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ ଭୁବନେଶ୍ବର: ଆଜି ପୂର୍ବତନ ବିଧାୟିକା ତଥା ସମ୍ବଲପୁରର ଜଣେ ପ୍ରତିଷ୍ଠିତ ଡାକ୍ତର ଓ ଜନସେବିକା ଡାକ୍ତର ରାସେଶ୍ବର ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ସ୍ନାୟୁ…