ଆଜିର ଖବର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ନରୋତ୍ତମ ମିଶ୍ର, କହିଲେ ଯଦି ନିର୍ଦ୍ଦୋଷ ତେବେ ଏତେ ଭୟଭୀତ କାହିଁକି? ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଦିନ ଧରି ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଛି। ଯାହାକୁ…