ଆଜିର ଖବର ଶେଷରେ ରାୟଗଡା ଛୁଇଁଲା କରୋନା ରାୟଗଡା : ରାୟଗଡା ଛୁଇଛି କରୋନା । ରାଜ୍ୟର 30ତମ ଜିଲ୍ଲା ଭାବେ ରାୟଗଡାକୁ କରୋନା ଛୁଇଁଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାକୁ କରୋନା ବ୍ୟାପିଲା।…