ଆଜିର ଖବର ବାହୁଡା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ଯାଉଛନ୍ତି କି ପୁରୀ?: ଏହି ଉପାୟରେ ଦେଖିପାରିବେ ଟ୍ରାଫିକ ବ୍ୟବସ୍ଥା ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ତେଣୁ ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ବାହୁଡ଼ାଯାତ୍ରା ଦେଖିବା ପାଇଁ ଏବେ ବି ଭକ୍ତମାନେ…