ଅନ୍ତରାଷ୍ଟ୍ରୀୟ ଜାପାନର ବୈଜ୍ଞାନିକମାନଙ୍କ ପୂର୍ବାନୁମାନ: ମହାମାରୀ ରୂପ ନେବ ହୃଦଘାତ ନୂଆଦିଲ୍ଲୀ: ୨୦୨୦ରେ କରୋନା ଭୂତାଣୁ ଆସିବା ପରେ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏହି ଭୂତାଣୁ ପୁଣିଥରେ ସମ୍ପୂର୍ଣ୍ଣଭାବେ ପାଦ ବିସ୍ତାର କରିବା ଆରମ୍ଭ କରିଛି।…