ଆଜିର ଖବର ଲଣ୍ଡନରେ ସମ୍ମାନିତ ହେଲେ ଶକ୍ତିକାନ୍ତ ଦାସ: ଗ୍ରହଣ କଲେ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାର ନୂଆଦିଲ୍ଲୀ: ଭାରତର ସେଣ୍ଟ୍ରାଲ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କୁ ଆଜି ଲଣ୍ଡନରେ ସେଣ୍ଟ୍ରାଲ…