ଆଜିର ଖବର ବାଣପୁର ଏନଏସିରେ ଡ୍ରେନ ନିର୍ମାଣ ବିରୋଧରେ ଏକାଧିକ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ତଳସାହିରେ ଡ୍ରେନ ନିର୍ମାଣକୁ ନେଇ ଚାଲିଥିବା ଦୀର୍ଘ ଦିନର ବିବାଦର ଅନ୍ତ ଘଟାଇଛନ୍ତି ମାନ୍ୟବର ଉଚ୍ଚ…