ଆଜିର ଖବର ମୁମ୍ବାଇ ଉପ-ନିର୍ବାଚନ: ଉଦ୍ଧବଙ୍କୁ ସମର୍ଥନ କଲେ ରାଜ ଠାକରେ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବ କି ବିଜେପି? ମୁମ୍ବାଇ: ମୁମ୍ବାଇର ଅନ୍ଧେରି ପୂର୍ବ ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ଅତ୍ୟନ୍ତ ଉତ୍ସାହଜନକ ହୋଇପଡ଼ିଛି। ଏମଏନଏସ ମୁଖ୍ୟ ରାଜ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ…