ବିଶେଷ ଖବର ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ରଜ ଉତ୍ସବ, ମିଳିଲା ସ୍ବତନ୍ତ୍ର ସୁନା ହାର ସହ ଚୁଡି ଭୁବନେଶ୍ବର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ଖୁସିର ରଜ ପର୍ବ ପାଳନ ପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂଗ୍ରହର ଶୁଭାରମ୍ଭ ଘୋଷଣା କରି ଖୁସି…