ବିଶେଷ ଖବର ରାଜ୍ୟରେ ନିବେଶ ହେବ ୧୭ ହଜାର ୮ ଶହ କୋଟି ଟଙ୍କାର ପୁଞ୍ଜି, ୬ ହଜାର ୫ ଶହ ଲୋକଙ୍କୁ ମିଳିବ ନିଯୁକ୍ତି ଭୁବନେଶ୍ବର-ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେବୁଲ କ୍ଲିୟରାନ୍ସ କମିଟ ବୈଠକରେ ଏକ ବଡ ପୁଞ୍ଜି ନିବେଶ ପାଇଁ ଅନୁମୋଦ କରାଯାଇଛି। ଏଥିରେ…