ଆଜିର ଖବର ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସରକାର ଦେଲେ ଆଶ୍ଵସ୍ତି: ପରୀକ୍ଷାରେ ବସିବାକୁ ମିଳିଲା ଅନୁମତି ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତକୁ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ବିଷୟରେ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୟୁକ୍ରେନରୁ…