ଆଜିର ଖବର ଲାଲୁ ଯାଦବଙ୍କୁ ଚାରି ଘଣ୍ଟା ଜେରା କଲା ସିବିଆଇ, ରେକର୍ଡ ହେଲା ଭିଡିଓ ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାର ତଦନ୍ତ ସଂପର୍କରେ ଆଜି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଜେରା କରିଛି। ଅଧିକାରୀଙ୍କ କହିବାନୁସାରେ, ଇଣ୍ଡିଆ…