ଆଜିର ଖବର ରେଙ୍ଗାଳି ଡ୍ୟାମ୍ର ୩ ଗେଟ୍ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା ରେଙ୍ଗାଳି: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ରେଙ୍ଗାଳି ଜଳଭଣ୍ଡାରକୁ ଦ୍ରୁତ ଗତିରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଡ୍ୟାମ୍ର ଆଉ ଗୋଟିଏ ଗେଟ୍…