ରେନୁ ଦେବୀ

ପାଟନା: କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନାକୁ ନେଇ ସାରା ଦେଶରେ ଯୁବକମାନେ ବିରୋଧ କରୁଛନ୍ତି। ଆଜି ଅନେକ ସ୍ଥାନରେ ଦୁର୍ବୃତ୍ତମାନେ ଟ୍ରେନରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି।…