ଆଜିର ଖବର ରେଳ ସେବା ପୁରସ୍କାର: ପ୍ରତିବଦ୍ଧତା, ଉତ୍ସର୍ଗ ଏବଂ ଉତ୍କର୍ଷତାକୁ ସମ୍ମାନ! ଭୁବନେଶ୍ୱର: ଅନୁକରଣୀୟ ସେବା, ନିଷ୍ଠା ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର 13 ଜଣ ରେଳ କର୍ମଚାରୀଙ୍କୁ…