ଆଜିର ଖବର ଭାରତର ସିନେମା ପରମ୍ପରାକୁ ସଂରକ୍ଷିତ ରଖିବା ପ୍ରୟାସକୁ ଭାରତୀୟ ଅଭିନେତା, ନିର୍ଦ୍ଦେଶକଙ୍କ ପ୍ରଶଂସା ନୂଆଦିଲ୍ଲୀ: ସିନେମା କେବଳ ମନୋରଞ୍ଜନ ନୁହେଁ; ଏହା ଏକ ଦେଶର ସଂସ୍କୃତି, ଇତିହାସ ଏବଂ ସାମାଜିକ ବିକାଶର ପ୍ରତିଫଳନ। ଭାରତ ଭଳି ବିବିଧ ଓ ସାଂସ୍କୃତିକ ସମୃଦ୍ଧ…