ଆଜିର ଖବର ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଓଡିଶାର ରୂପାନ୍ତରିକରଣ ତାଙ୍କ ଆଖିକୁ ଦେଖାଯାଉନି ଭୁବନେଶ୍ବର: ରାଜନୈତିକ ମଞ୍ଚରେ ପଦାର୍ପଣ କରି ପୁରା ନେତାଙ୍କ ପରି ଭାଷଣ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦୁଇଦିନିଆ ଗଂଜାମ ଗସ୍ତ କାଳରେ ସେ ଆଜି ଛତ୍ରପୁରରେ ଏକ…