ଆଜିର ଖବର ‘ନାବାଳିକାମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା’ ନେଇ କଲିକତା ହାଇକୋର୍ଟ ଦେଇଥିବା ପରାମର୍ଶରେ ସୁପ୍ରିମକୋର୍ଟ କ୍ଷୁବ୍ଧ ନୂଆଦିଲ୍ଲୀ: ନାବାଳିକାମାନଙ୍କ ଯୌନ ଇଚ୍ଛାକୁ ନେଇ କଲିକତା ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଆପତ୍ତି ଉଠାଇଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଶୋରୀମାନଙ୍କୁ ସେମାନଙ୍କ ଯୌନ ଇଚ୍ଛାକୁ…