ବିଶେଷ ଖବର କର୍ଣ୍ଣାଟକ ନିର୍ବାଚନ: ଟିକେଟ୍ ନମିଳିବାରୁ ବର୍ତ୍ତମାନ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବେ ଏହି ବଡ ନେତା ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କର୍ଣ୍ଣାଟକ ବିଜେପିରେ ଅସନ୍ତୋଷ ଲାଗିରହିଛି। ଏସବୁ ମଧ୍ୟରେ ରାଜ୍ୟର…