ଆଜିର ଖବର ମେଣ୍ଟ ସହ ଆଲୋଚନା ସଫଳ ନହଲେ ଏକାକି ୟୁପି ନିର୍ବାଚନ ଲଢିବ ଜେଡିୟୁ: କେସି ତ୍ୟାଗୀ ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ଜେଡିୟୁ ନେତା କେସି ତ୍ୟାଗୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏଥିସହିତ ଏହା କାହା ପାଇଁ ବିଜୟ କିମ୍ବା ପରାଜୟ…