ଆଜିର ଖବର ମୁମ୍ବାଇ ଏବଂ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁ ସ୍ଥିତି ଚିନ୍ତାଜନକ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆଦିଲ୍ଲୀ: ଦେଶର ୧୨ ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାଜନକ ଅଛି। ଏହି ରାଜ୍ୟଗୁଡିକରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି।…