ଆଜିର ଖବର ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ପୋଲିସ ମେହଦୀପଟନମ୍ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ଏବଂ ଲସି ତିଆରି କାରଖାନାରେ ଚଢାଉ କରି ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ…