ଅପରାଧ ଲାଂଚ ନେବା ମହଙ୍ଗା ପଡିଲା: ଭିଜିଲାନସ୍ ଜାଲରେ ଫସିଗଲେ ନାକଟିଦେଉଳ ବ୍ଲକ୍ ର ଏପିଓ ବାବୁ କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ…