ଜାତୀୟ ଖବର ହିଜାବ ବିବାଦ: ଇସଲାମିକ ସଂଗଠନ ପିଏଫଆଇ ଉପରେ ଲାଗିପାରେ ପ୍ରତିବନ୍ଧକ, କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା ନୂଆଦିଲ୍ଲୀ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ବିବାଦରେ ଆମେ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ…