ଆଜିର ଖବର ବ୍ରେନ୍ ଷ୍ଟ୍ରୋକ୍ ରୋଗରେ ପୀଡ଼ିତ ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ: ଚିକିତ୍ସା ପାଇଁ ଅନୁଦାନ ଦେଲେ ରାଜ୍ୟସରକାର ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଶା ନାଟ୍ୟସଂଘର ସମ୍ପାଦକ ଲାଲା ବୀରେନ ପ୍ରସାଦ ରାୟ ଗତ ଦୁଇଦିନ ଧରି ମସ୍ତିଷ୍କ ରକ୍ତପ୍ରବାହ ଜନିତ (ବ୍ରେନ୍…