ବିଶେଷ ଖବର ବିରୋଧୀଙ୍କ ବେଙ୍ଗାଲୁରୁରେ ବୈଠକରୁ କାହିଁକି ଛତ୍ରଭଙ୍ଗ ଦେଲେ ନୀତୀଶ-ଲାଲୁ-ତେଜସ୍ୱୀ ଭୁବନେଶ୍ୱର: ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବଡ଼ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଶେଷରେ ସମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ…