ଆଜିର ଖବର ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦ ତୁଟିଲା, ଘୋଷଣା କଲେ ଜିଲ୍ଲାପାଳ ଭୁବନେଶ୍ବର: ପ୍ରଭୃ ଲିଙ୍ଗରାଜ ସେବାୟତଙ୍କ ବିବାଦକୁ ସମାଧାନ କରାଯାଇଛି ଏବଂ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ।ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜି ଅପରାହ୍ନରେ…