ଆଜିର ଖବର ଏମ୍ସ ଭୁବନେଶ୍ୱରର ଐତିହାସିକ ସଫଳତା, ସବୁଠାରୁ କନିଷ୍ଠ ଅଙ୍ଗଦାତାଙ୍କ ଶରୀରରୁ ବହୁଅଙ୍ଗ ପୁନରୁଦ୍ଧାର ଭୁବନେଶ୍ବର: ଜୀବନ କଣ ଜାଣିବା ପୂର୍ବରୁ ଶରୀରରେ ଆଉ ଜୀବନ ନଥିଲା। ମାତ୍ର ନିଜ କିଡ୍ନୀ(ବୃକକ୍) ଏବଂ ଲିଭର(ଯକୃତ) ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର…