ଆଜିର ଖବର ଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍ ଡାକ୍ତର ଭୁବନେଶ୍ୱର: ଗୁରୁତର ଯକୃତ ଜନିତ ସମସ୍ୟା (ଲିଭର ଫେଲ୍ୟୁଅର)ରେ ପୀଡିତ ଥିବା ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ସଫଳତାର ସହ ପ୍ଲାଜ୍ମା ଏକ୍ସଚେଞ୍ଜ ମାଧ୍ୟମରେ ସୁସ୍ଥ…