ଆଜିର ଖବର ଲୁଣା ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ଅନ୍ୟତମ ସଫଳ ମଡେଲ୍ ପାଲଟିଛି ‘ଓଡ଼ିଶା’ କେନ୍ଦ୍ରାପଡ଼ା/ଭୁବନେଶ୍ୱର: ଲୁଣା ବା ହେନ୍ତାଳ ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଆଜି ଭାରତର ଅନ୍ୟତମ ସଫଳ ମଡେଲ୍ ପାଲଟିଛି। ପରିବେଶ ସନ୍ତୁଳନ ରକ୍ଷା କରିବା…