ଆଜିର ଖବର କୋଭିଡ ଟୀକା ନେବା ପାଇଁ ଲୋକଙ୍କ ମନରେ ଭୟ: ଦିଆଗଲା ୫ ଲକ୍ଷ ଟଙ୍କାର ବୀମା ଅଫର ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ…