ଆଜିର ଖବର କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କାଲଭୀଙ୍କ ଦେହାନ୍ତ, ଆଜି ହେବ ଅନ୍ତିମ ସଂସ୍କାର ନୂଆଦିଲ୍ଲୀ: କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କାଲଭୀଙ୍କ ହୃଦଘାତ ଯୋଗୁଁ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ଜୟପୁର ସ୍ଥିତ ଏସଏମଏସ ହସ୍ପିଟାଲର ଡାକ୍ତରମାନେ ରାତି…