ଜାତୀୟ ଖବର ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସାରା ଦେଶରେ ପ୍ରଶଂସା ଭୁବନେଶ୍ବର: ବୁଧବାର ଦିନ ହୋଇଥିବା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଯେତିକି ଚର୍ଚ୍ଚା ହୋଇ ନାହିଁ ତାହାଠାରୁ ଅଧିକ ଚର୍ଚ୍ଚା ହୋଇଛି ନବୀନ ପଟ୍ଟନାୟକଙ୍କ ଯୋଗଦାନ।…