ଆଜିର ଖବର ମଣିପୁର ହିଂସାକାଣ୍ଡର ୬ ମାସ: ୧୮୭ ମୃତ, ଶବଗୃହରେ ପଡ଼ିଛି ୧୨୦ରୁ ଅଧିକ ମୃତଦେହ ନୂଆଦିଲ୍ଲୀ: ମଣିପୁରରେ ମେ ୩ତାରିଖରୁ ହିଂସା ଆରମ୍ଭ ହେବାର ୬ ମାସ ବିତିଗଲାଣି। ସରକାରୀ ତଥ୍ୟ ଅନୁଯାୟୀ, ଏହି ୬ ମାସ ମଧ୍ୟରେ ରାଜ୍ୟରେ ୧୮୭ ଜଣଙ୍କ…