ଆଜିର ଖବର ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ ଭୁବନେଶ୍ୱର: ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ ଲାଗେନାହିଁ ଯେ ଆମେ ଗପ ପଢ଼ୁଛୁ, ବରଂ ଲାଗେ ଯେମିତି ଆମେ ଅତିପରିଚିତ କେଉଁ ଲୋକ ସହ କଥାବାର୍ତ୍ତା…