ଆଜିର ଖବର ଆସାମରେ ଶାନ୍ତି ପାଇଁ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସମ୍ଭବ: ଉଗ୍ରବାଦୀ ଗୋଷ୍ଠୀଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ ଆଲୋଚନା ଗୌହାଟି/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ତ୍ରିପାକ୍ଷିକ “କାର୍ବି ଶାନ୍ତି ଚୁକ୍ତି” ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ…