ଜାତୀୟ ଖବର କଡ ଲେଉଟାଇବ ରାଉରକେଲା ରାଜନୀତି, ଶାରଦାଙ୍କୁ ପାନେ ଦେବା ପାଇଁ ମଇଦାନକୁ ଓହ୍ଲାବେ ଦିଲ୍ଲୀପ ଭୁବନେଶ୍ବର: ରାଉରକେଲା ରାଜନୀତି ଏବେ କଡ଼ ଲେଉଟାଇଛି। ଗୁମସୁମ ଥିବା ଦିଲ୍ଲୀପ ରାୟ ହଠାତ ଚଳଚଞ୍ଚଳ ହୋଇଯାଇଛନ୍ତି। ୨୦୧୯ ଭଳି ଚବିଶରେ ବି ନିର୍ବାଚନୀ କାଦୁଅରେ ଘାଣ୍ଟି…