DurgaPujaNews ମା’ଭଗବତୀଙ୍କ ଶାରଦୀୟ ପର୍ବ ଅନୁକୂଳ: ଗୁଆ ଚାଉଳ ଦେଇ ବ୍ରାହ୍ମଣବରଣ କଲେ ରାଜା ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ…