ଶାଳିଆ ସାଂସ୍କୃତିକ ପରିଷଦ

ବାଣପୁର (ସୀତାରାମ ଅଗ୍ରୱାଲ): ସାହିତ୍ୟ ହିଁ ସମାଜର ଦର୍ପଣ। ପରାଧୀନ ଉତ୍କଳର ଶୋଷଣକଷଣ, ଅତ୍ୟାଚାର ଉତ୍ପିଡ଼ନ, କୁସଂସ୍କାର, ଭାଣ୍ଡାମୀ ବିରୁଦ୍ଧରେ କଲମଚ଼ାଳନା କରି ନିଜର ସାହିତ୍ୟ ରଚନା…