ଆଜିର ଖବର ଷଷ୍ଠ ଦିବସରେ ଶିକ୍ଷକମାନଙ୍କ ଅହୋରାତ୍ର ଗଣଧାରଣା ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଷଷ୍ଠ ଦିବସରେ ଉପନୀତ ହୋଇଛି। ଶୀତ କାକରକୁ ଖାତିର ନକରି ସମଗ୍ର…