ଫଟୋ ଖବର ଅନ୍ତଃରାଜ୍ୟ ସୀମାରେ ଲୋକମାନଙ୍କୁ କଡା ଯାଞ୍ଚ କରି ଓଡିଶା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି ଜଗତସିଂହପୁର, ଜିଲ୍ଲାର ସୀମା ଶିଖରଘାଟ ଠାରେ ଥିବା ଚେକିଂ ପୋଷ୍ଟରେ ଓଡିଶାକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରି ପ୍ରବେଶ ଅନୁମତି ଦିଆଯାଉଛି।