ଆଜିର ଖବର ପଦାର୍ପଣ ମ୍ୟାଚରେ ଚମକିଲେ ଶିବମ ମାଭି: ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୨ ରନ୍ ରେ ପରାସ୍ତ କଲା ଭାରତ ମୁମ୍ବାଇ: ଶିବମ ମାଭିଙ୍କ ମାରାତ୍ମକ ବୋଲିଂ ଏବଂ ଦୀପକ ହୁଡା ଓ ଅକ୍ସର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଟିମ୍ ଇଣ୍ଡିଆ ମୁମ୍ବାଇର ୱାନଖେଡେ ଠାରେ ଖେଳାଯାଇଥିବା…