ଆଜିର ଖବର ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଘରେ ଆୟକର ବିଭାଗର ଚଢାଉ: ଆଦିତ୍ୟ ଠାକରେ ରଖିଲେ ଏଭଳି ପ୍ରତିକ୍ରିୟା ମୁମ୍ବାଇ: ଶିବସେନା କାର୍ଯ୍ୟାଳୟର ଅଧିକାରୀ ତଥା ଶିରିଡି ଟ୍ରଷ୍ଟ ସଦସ୍ୟ ରାହୁଲ କନାଲଙ୍କ ସ୍ଥାନରେ ଆୟକର ବିଭାଗ ଦ୍ୱାରା ଚଢାଉ କରାଯାଇଛି। ରାହୁଲ କନାଲ ଆଦିତ୍ୟ ଠାକରେଙ୍କ…