ଆଜିର ଖବର ବାଣପୁରର ଶିଶୁ କଳାକାରଙ୍କ ଦ୍ଵାରା ମଞ୍ଚସ୍ଥ ଓଡ଼ିଆ ନାଟକ “ଶର୍ମିଷ୍ଠା” କୁ ୬ ଜାତୀୟ ପୁରସ୍କାର ଭୁବନେଶ୍ଵର: ନାଟ୍ୟକାର ଭିକାରୀ ଚରଣ ପ୍ରଧାନଙ୍କ ରଚିତ ଏବଂ ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶିତ ପ୍ରାଚୀନ କଥାବସ୍ତୁ ଉପରେ ଆଧାରିତ ନାଟକ “ଶର୍ମିଷ୍ଠା”କୁ ଚଳିତ ବିଶ୍ଵନାଟ୍ୟ ମେଳା-୨…