ଆଞ୍ଚଳିକ ଶିଶୁ ବଟିକା ଶ୍ରେଣୀରେ ନାମ ଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଆଇନ ମନ୍ତ୍ରୀ ଓ ପୁରୀ ସାଂସଦ ବାଣପୁର: ବିଦ୍ୟାଳୟରେ ପିଲାମାନଙ୍କ ନାମ ଲେଖାକୁ ସ୍ମରଣୀୟ କରିବା ପାଇଁ ଓ ୫ ବର୍ଷ ବୟସରୁ ଅଧିକ ବୟସର ପିଲାଙ୍କୁ ଏକ ଉତ୍ତମ, ସଂଗଠିତ ଓ ଅନୁଭୂତି…