ଜାତୀୟ ଖବର ଘରର ଏହି ଦିଗରେ ରଖନ୍ତୁ ପାଣି ପାତ୍ର, ଘରକୁ ଫେରିବ ସୁଖଶାନ୍ତି, ଶୁଭ ହେବ ଯାତ୍ରା ନୂଆଦିଲ୍ଲୀ, ଆମ ଜୀବନରେ ଜଳର ବହୁତ ଗୁରୁତ୍ୱ ରହିଛି। ଭାରତରେ ଜଳ ଉପାସନା ଏକ ବିଶେଷ ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ…