ଆଜିର ଖବର ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲା: ଗିରଫ ହେଲେ ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଭୁବନେଶ୍ଵର: ଆଜି ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ପୋଲିସ ଗିରଫ କରିଛି। ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାହାର ରାଜ୍ୟର ଶ୍ରଦ୍ଧାଳୁଙ୍କୁ…